ଶିମିଳିପାଳରେ ପକ୍ଷୀ ଗଣନା ଆରମ୍ଭ…

କରଞ୍ଜିଆ: ଶିମିଳିପାଳ ଅଭୟାରଣ୍ୟରେ କୁମ୍ଭୀର ଗଣନା ଶେଷ ହେବା ପରେ ଆଜି ଠାରୁ ଆରମ୍ଭ ହେଇଛି ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହେଇଛି । ଶିମିଳିପାଳରୁ ବାହାରିଥିବା ନଦୀ,ନାଳ ଏବଂ ଜଳାଶୟ ଗୁଡିକ ରେ ପକ୍ଷୀ ଗଣନା କାର୍ଯ୍ୟ ଚାଲୁ ଅଛି । ଆଜି ଗୋଟିଏ ଦିନ ପାଇଁ ପକ୍ଷୀ ଗଣନା କାର୍ଯ୍ୟ ହେବ । ଶିମିଳିପାଳ ଅଭୟାରଣ୍ୟ ରେ ୩୬୫ ପ୍ରଜାତିର ପକ୍ଷୀ ଦେଖାଯାଏନ୍ତି । ଆଜି ୧୭୦ଟି ବିଟ ରେ ପକ୍ଷୀ ଗଣା ହେଉଥିବାର ଉତ୍ତର ଶିମିଳିପାଳ acf ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.