ଅର୍ଚ୍ଚନା ହନିଟ୍ରାପ ମାମଲା, ୨୨୪୧ ଶହ ପୃଷ୍ଟାର ଚାର୍ଜସିଟ୍‌ ଦାଖଲ କଲା ଇଡି

ଭୁବନେଶ୍ୱର଼: ବହୁ ଚର୍ଚ୍ଚିତ ହନିଟ୍ରାପ ମାମଲାରେ ଇଡି କୋର୍ଟରେ ୨୨୪୧ ପୃଷ୍ଟାର ଚାର୍ଜସିଟ୍‌ ଦାଖଲ କରିଛି । ଇଡିର ଏହି ଚାର୍ଜସିଟରେ ମୁଖ୍ୟ ଅଭିଯୁକ୍ତ ଭାବେ ଅର୍ଚ୍ଚନା ନାଗଙ୍କ ନାମ ରହିଛି ।

ଏଥିସହିତ ଅର୍ଚନାଙ୍କ ସମ୍ପତି ୩ କୋଟି ୪୦ ଲକ୍ଷ ଟଙ୍କା ବୋଲି ଆକଳନ କରିଛି ଇଡି । କିଛି ଦିନ ତଳେ ଇଡି ଅର୍ଚ୍ଚନାଙ୍କ କୋଠାର ମାପଚୁପ କରିଥିଲା । ଚାର୍ଜସିଟରେ ଇଡି ମୋଟ ୧୫ ଜଣ ସାକ୍ଷ୍ୟଙ୍କ ବୟାନ ରେକର୍ଡ କରିଥିବା ଜଣାଯାଇଛି ।

ଚାର୍ଜସିଟ୍‌ ରେ. ଶ୍ରଦ୍ଧାଞ୍ଜଳୀଙ୍କୁ ବ୍ଯବହାର କରି ଅର୍ଚ୍ଚନା କମାଉ ଥିଲେ କୋଟି କୋଟି ଟଙ୍କା ଓ ଏଥିରେ ସହଯୋଗ କରୁଥିଲେ ଜଗବନ୍ଧୁ, ଖଗେଶ୍ୱର ବୋଲି ଇଡି ଉଲ୍ଲେଖ କରିଛି ।

nis-ad
Leave A Reply

Your email address will not be published.