ଏଡସ୍ ନିୟନ୍ତ୍ରଣ କୁ ନେଇ ଗୋଷ୍ଠୀ ପରିଚାଳନା କୌଶଳ…

ଫୁଲବାଣୀ:- କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତର ମିଳିତ ସହଯୋଗରେ ଚାଲିଥିବା ଲକ୍ଷ୍ୟଭେଦୀ ପ୍ରକଳ୍ପର ଗୋଷ୍ଠୀ ପରିଚାଳନା କୈାଶଳ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି । ଏହି ଆଲୋଚନା ରେ ଜିଲ୍ଲା ସୁପରଭାଇଜର (ଏଡସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମ) ଯୋଗଦେଇଥିବା ସ୍ଥଳେ ସ୍ୱାତୀର ଅଧକ୍ଷ ପ୍ରଶାନ୍ତ ଶତପଥୀ, ପ୍ରକଳ୍ପ ପରିଚାଳକ ବିଶ୍ୱରଞ୍ଜନ କର, ମନିଟରିଂ ଅଧିକାରୀ ଶାନ୍ତନୁ କୁମାର ମିଶ୍ର, କାଇନସିଲର ସ୍ନେହଲତା ନାୟକ, ଅନ୍ୟ ପ୍ରକଳ୍ପ କର୍ମକର୍ତା କନକ ଲତା ପାତ୍ର ଓ ଅନ୍ୟାନ୍ୟ ତୃଣମୂଳ ସ୍ଥରର କର୍ମୀ ଓ ସ୍ୱାତୀର ମାନବ ସମ୍ବଳ ପରିଚାଳକ ପ୍ରଦୀପ କୁମାର ସ୍ୱାଇଁ ଭାଗନେଇ ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ ଓ କାର୍ଯ୍ୟପ୍ରଣାଳୀ ଆଦି ବିଷୟରେ ଆଲୋଚନା କରିଥିଲେ । କନ୍ଧମାଳ ଜିଲ୍ଲା ରେ ଯୈାନ ସ୍ୱାସ୍ଥ୍ୟ କିପରି ସୁଚାର ରୁପେ ପରିଚଳନା କରାଯାଇ ଏଡସ୍ ଭଳି ଦୁଃସାଧ୍ୟ ରୋଗର ନିରାକରଣ ସବୁ ସ୍ଥରରେ କରିପାରିବା ସହିତ ଯୁବ ଗୋଷ୍ଠୀ ମାନଙ୍କ ଭିତରେ ଜନ ସଚେତନତା ଜାରି ରଖିବା । ତୃଣମୂଳ ସ୍ତରର କର୍ମୀଙ୍କ ଦକ୍ଷତା ବୃଦ୍ଧି ପ୍ରତି ପ୍ରାଧାନ୍ୟ ଦେଲେ, କାଯ୍ୟକ୍ରମର ସୁଫଳ ହୋଇପାରିବ ବୋଲି ସମସ୍ତ ଆଶାବ୍ୟକ୍ତ କରିଥିଲେ । ନିୟମିତ ସ୍ୱାସ୍ଥ୍ୟ ପରିକ୍ଷା ସହିତ ବ୍ୟବହାରିକ ପରିବର୍ତ୍ତନ ପ୍ରତି ଅଧିକ ଧ୍ୟାନ ଦେବା ସହିତ, ପ୍ରକଳ୍ପର ହଟସ୍ପଟ ମିଟିଂ ମାଧ୍ୟମରେ ସମସ୍ୟା ଶୁଣିବା ଓ ତାହର ସମାଧାନର ରାସ୍ତା ବାହର କରିବା ପାଇଁ ସ୍ୱାତୀର ଅଧକ୍ଷ କହିଥିଲେ । କାଉନସିଲର ସ୍ନେହଲତା ନାୟକ, ଅନ୍ୟ ପ୍ରକଳ୍ପ କର୍ମକର୍ତା କନକ ଲତା ପାତ୍ର ଓ ଅନ୍ୟାନ୍ୟ ତୃଣମୂଳ ସ୍ଥରର କର୍ମୀ ଓ ସ୍ୱାତୀର ମାନବ ସମ୍ବଳ ପରିଚାଳକ ପ୍ରଦୀପ କୁମାର ସ୍ୱାଇଁ ଭାଗନେଇ ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ ଓ କାର୍ଯ୍ୟପ୍ରଣାଳୀ ଆଦି ବିଷୟରେ ଆଲୋଚନା କରିଥିଲେ । କନ୍ଧମାଳ ଜିଲ୍ଲା ରେ ଯୈାନ ସ୍ୱାସ୍ଥ୍ୟ କିପରି ସୁଚାର ରୁପେ ପରିଚଳନା କରାଯାଇ ଏଡସ୍ ଭଳି ଦୁଃସାଧ୍ୟ ରୋଗର ନିରାକରଣ ସବୁ ସ୍ଥରରେ କରିପାରିବା ସହିତ ଯୁବ ଗୋଷ୍ଠୀ ମାନଙ୍କ ଭିତରେ ଜନ ସଚେତନତା ଜାରି ରଖିବା । ତୃଣମୂଳ ସ୍ତରର କର୍ମୀଙ୍କ ଦକ୍ଷତା ବୃଦ୍ଧି ପ୍ରତି ପ୍ରାଧାନ୍ୟ ଦେଲେ, କାଯ୍ୟକ୍ରମର ସୁଫଳ ହୋଇପାରିବ ବୋଲି ସମସ୍ତ ଆଶାବ୍ୟକ୍ତ କରିଥିଲେ । ନିୟମିତ ସ୍ୱାସ୍ଥ୍ୟ ପରିକ୍ଷା ସହିତ ବ୍ୟବହାରିକ ପରିବର୍ତ୍ତନ ପ୍ରତି ଅଧିକ ଧ୍ୟାନ ଦେବା ସହିତ, ପ୍ରକଳ୍ପର ହଟସ୍ପଟ ମିଟିଂ ମାଧ୍ୟମରେ ସମସ୍ୟା ଶୁଣିବା ଓ ତାହର ସମାଧାନର ରାସ୍ତା ବାହର କରିବା ପାଇଁ ସ୍ୱାତୀର ଅଧକ୍ଷ କହିଥିଲେ ।

nis-ad
Leave A Reply

Your email address will not be published.