ଆଉ ବର୍ଷେ ମିଳିବ ମାଗଣା ଚାଉଳ, ୨୦୨୩ ଜାନୁଆରୀ ରୁ ଡିସେମ୍ବର ଯାଏ ମିଳିବ…

ଭୁବନେଶ୍ୱର: ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆବର୍ଷ ଭେଟି । ହିତାଧିକାରୀଙ୍କୁ ମିଳିବ ଆଉ ବର୍ଷେ ମାଗଣା ଚାଉଳ । ଜାନୁଆରୀରୁ ଆସନ୍ତା ଡିସେମ୍ବର ଯାଏ ଏହି ମାଗଣା ଚାଉଳ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ହିତାଧିକାରୀଙ୍କୁ ମାସିକ ମୁଣ୍ଡ ପିଛା ୫ କେଜି ଲେଖାଏ ଚାଉଳ ମାଗଣାରେ ମିଳିବ । ଏଥିପାଇଁ ରାଜ୍ୟ ରାଜକୋଷରୁ ୧୮୫ କୋଟି ଟଙ୍କା ଖର୍ଚ୍ଚ ହେବ । ୨୦୧୮ ଅକ୍ଟୋବରରୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ ହୋଇଛି ।

nis-ad
Leave A Reply

Your email address will not be published.