ଓଏଏସ ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞାପନ…

ଓଏଏସ ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞାପନ । ୬୮୩ ସିଭିଲ ସର୍ଭିସ ପରୀକ୍ଷା ପାଇଁ ବିଜ୍ଞାପନ ବାହାରିଛି । ଜାନୁଆରୀ ୧୭ରୁ ଫେବ୍ରୁଆରୀ ୧୬ ଯାଏ କରିପାରିବେ ଆବେଦନ । ୬୮୩ଟି ପଦବୀ ମଧ୍ୟରେ ୨୨୭ଟି ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଏନେଇ ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞାପନ ପ୍ରକାଶିତ ହୋଇଛି ।

nis-ad
Leave A Reply

Your email address will not be published.