ପୁଣି ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ

ବଲାଙ୍ଗିର: ପୁଣି ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ। ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଳକ ଖଇରଗୁଡା ଓ କୁମୁରିଆର ସାନଖଳାରେ ପଡିଲା ପଶୁବଳି । ଆଦିବାସୀ ସମ୍ପ୍ରଦାୟର ଲୋକ ଶୋଭାଯାତ୍ରାରେ ଆସି ପଶୁବଳି ପରମ୍ପରା ବଜାୟ ରଖିଲେ ।

ଶାନ୍ତିଶୃଙ୍ଖଳା ପାଇଁ ୩ ପ୍ଲାଟୁନ ପୋଲିସ ଫୋର୍ସ, ୪୦ଜଣ ହୋମଗାର୍ଡ, ୧୨ଜଣ ପୋଲିସ ଅଫିସର ଓ ମାଜିଷ୍ଟ୍ରେଟ ଉପସ୍ଥିତ ଅଛନ୍ତି । ପୋଲିସ୍ ଆଦିବାସୀଙ୍କ ପରମ୍ପରାରେ ହସ୍ତକ୍ଷେପ ନକରିବାକୁ ପୂର୍ବରୁ କୁହାଯାଇଥିଲା।

nis-ad
Leave A Reply

Your email address will not be published.