ଅର୍ଚ୍ଚନା ନାଗ ମାମଲା: ଆସିଲା ଫରେନସିକ ଅନାଲିସିସ ରିପୋର୍ଟ

ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ଆସିଲା ଇଲେକଟ୍ରୋନିକ ଗ୍ୟାଜେଟର ଫରେନସିକ ଅନାଲିସିସ ରିପୋର୍ଟ । ଜବତ ହୋଇଥିବା ପେନ ଡ୍ରାଇଭ, ମୋବାଇଲ,ଲାପଟପ ଓ ଟାବଲଏଡ଼ର ଫରେନସିକ ଅନାଲିସିସ ରିପୋର୍ଟ ଆସିଛି । କମିଶନରେଟ ପେଲିସ ପକ୍ଷରୁ ଏସଏଫଏସଏଲ ନିକଟକୁ ପଠା ଯାଇଥିଲା ଗ୍ୟାଜେଟ୍‌ । ଗୋଟିଏ କପି କୋର୍ଟ ଓ ଅନ୍ୟଟି ଡିସିପି ଓ ଆଇଆଇସିଙ୍କୁ ହସ୍ତାନ୍ତର କରିଛି ଏସ୍‌ଏଫ୍‌ଏସଏଲ । ମାବାଇଲରୁ ଡିଲିଟ ହୋଇଥିବା ଚାଟ, ଲାପଟପ୍‌ରୁ ଡିଲିଟ ହୋଇଥିବା ଡାଟା ଓ ପେନଡ୍ରାଇଭର ରିଟ୍ରାଇଭ ଡାଟାକୁ ରିକଭର କରି ହସ୍ତାନ୍ତର କରାଯାଇଛି ।

nis-ad
Leave A Reply

Your email address will not be published.