ଚୋରା ଚାଲାଣ କରୁଥିବାବେଳେ ମତ୍ସ୍ୟ ବିଭାଗର ଜଣେ କର୍ମଚାରୀଠାରୁ ୧୯ଟି କଇଁଛ ଉଦ୍ଧାର

ଗଜପତି: ୧୯ କଇଁଛ ଉଦ୍ଧାର । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମତ୍ସ୍ୟ ବିଭାଗର ଜଣେ କର୍ମଚାରୀ କଇଁଛ ଚୋରା ଚାଲାଣ କରୁଥିଲେ। ଏନେଇ ଗ୍ରାମବାସୀ ଜାଣିବା ପରେ ଚାଲାଣ ହେଉଥିବା କଇଁଛକୁ ଉଦ୍ଧାର କରିଛନ୍ତି । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଛି । ଉଦ୍ଧାର କଇଁଛକୁ ବନ ବିଭାଗ ପକ୍ଷରୁ ରାମସାଗରରେ ଛଡାଯାଇଛି । ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତର ଗାଡିକୁ ଜବତ କରିଛି । ତଦନ୍ତ ପରେ କିଏ ଓ କାହିଁକି କଇଁଛ ଚୋରା ଚାଲାଣ କରୁଥିଲା, ସେନେଇ ସ୍ପଷ୍ଟ ହେବ ବୋଲି ବନ ବିଭାଗ କହିଛି ।

nis-ad
Leave A Reply

Your email address will not be published.