ଏମଭି ନିୟମ ଉଲ୍ଲଙ୍ଘନ: ୧୨୭୫ ଗାଡ଼ି ଜବତ, ୩୫ହଜାର ୧୪୪ଟି ଇ-ଚାଲାଣ

ଭୁବନେଶ୍ବର: ଏମଭି ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୧୨୭୫ଟି ଗାଡ଼ି ଜବତ କରାଯାଇଛି। ନଭେମ୍ବର ମାସରେ ପରିବହନ ବିଭାଗର ସ୍ବତନ୍ତ୍ର ଏନଫୋର୍ସମଣ୍ଟେ ଡ୍ରାଇଭରେ ମୋର୍ଟ ୩୫ହଜାର ୧୪୪ଟି ଇ-ଚାଲାଣ ଜାରି କରାଯାଇଥିବା ସୂଚନା ମିଳିଛି।

୫୮୬୮ଟି ଡିଏଲ ଜବତ ହୋଇଥିବାବେଳେ ଦୃତ ଗତିରେ ଗାଡ଼ି ଡ୍ରାଇଭିଂ ପାଇଁ ୯୪୧୬ଟି ଇ-ଚାଲାଣ ପଠାଯାଇଛି। ବିନା ହେଲମେଟ ପାଇଁ ୧୫୬୬୧, ଟ୍ରିପଲ ରାଇଡିଂ ପାଇଁ ୬୨୨ଜଣଙ୍କୁ ଚାଲାଣ ପଠାଯାଇଛି। ରଙ୍ଗରୁଟ ଡ୍ରାଇଭ ପାଇଁ ୨୨୫ ଏବଂ ଓଭରଲୋଡିଂ ପାଇଁ ୫୧୨ ଚାଲାଣ ଜାରି ହୋଇଛି। ବିନା ସିଟବେଲ୍ଟ ୧୪୫୨ ଏବଂ ମଦ ପିଇ ଡ୍ରାଇଭିଂ ପାଇଁ ୧୪୨୩ ଚାଲାଣ କଟାଯାଇଛି।

nis-ad
Leave A Reply

Your email address will not be published.