କଟକ ସିଡିଏ ୧୧ ନମ୍ବର ଅଞ୍ଚଳରେ ହାଇଭୋଲଟେଜ୍‌ରୁ ଜଳିଗଲା ଇଲେକ୍ଟ୍ରୋନିକ୍ସ ସାମଗ୍ରୀ

କଟକ: ହାଇଭୋଲଟେଜ୍‌ରୁ ଜଳିଗଲା ଇଲେକ୍ଟ୍ରୋନିକ୍ସ ସାମଗ୍ରୀ । କଟକ ସିଡିଏ ୧୧ ନମ୍ବର ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବରିଷ୍ଠ ସିନିୟର ଆଇନିଜୀବୀ ପ୍ରଫୁଲ କୁମାର ରଥଙ୍କ ଚାମ୍ବରରେ ମଧ୍ୟ ହାଇ ଭୋଲଟେଜର ପ୍ରଭାବ ଦେଖିବାକୁ ମିଳିଛି ।

ହାଇ ଭୋଲଟେଜ ଯୋଗୁ ଘରର ଫ୍ୟାନ୍‌, ଏସି, ମାଇକ୍ରୋ ଓଭାନ, ମୋବାଇଲ, ଟିଭି, ଓ୍ଵାସିଙ୍ଗମେସିନ ସହ ୩୦ରୁ ଉର୍ଦ୍ଧ୍ୱ ସାମଗ୍ରୀ ପଡିଯାଇଥିବା ଜଣାପଡ଼ିଛି । ଚାମ୍ବରର ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ, ୪ରୁ ୫ କମ୍ପ୍ୟୁଟର, ଏସି ନଷ୍ଟ ହୋଇଯାଇଛି ।

nis-ad
Leave A Reply

Your email address will not be published.