ରାଜଧାନୀରେ ଫୁଟିଲା ବୋମା; ୨ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି

ଭୁବନେଶ୍ୱର ୨୩/୧୧: ପୁଣି ରାଜଧାନୀରେ ବୋମାମାଡ଼। ଏଥିରେ ୨ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଏପରି ଘଟଣା ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ାରେ ଘଟିଛି। ୨ ଗୁରୁତରଙ୍କୁ ଏବେ ରାଜଧାନୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଲକ୍ଷ୍ମୀସାଗର ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି।

nis-ad
Leave A Reply

Your email address will not be published.