ପଦ୍ମପୁର ଉପନିର୍ବାଚନ: ନାମାଙ୍କନ ନଭରି ଫେରିଆସିଲେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ

ଭୁବନେଶ୍ୱର ୧୪।୧୧ : ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ହୋଇଥିବା ପ୍ରଦୀପ ନାମାଙ୍କନ ପତ୍ର ନଭରି ଫେରି ଆସିଥିବା ଜଣାପଡ଼ିଛି । ଚାଷୀଙ୍କୁ ସମର୍ଥନ ଜଣାଇ ନାମାଙ୍କନ ପତ୍ର ଭରି ନାହାନ୍ତି ପ୍ରଦୀପ ପୁରୋହିତ । ଚାଷୀଙ୍କ ସମସ୍ୟା ସରକାର ବୁଝିନଥିବାରୁ ସେ ଏହାକୁ ବିରୋଧ କରି ଉପଜିଲ୍ଲାପାଳଙ୍କ ଅଫିସ୍‌ରୁ ଫେରି ଆସିଛନ୍ତି ।

nis-ad
Leave A Reply

Your email address will not be published.