ତହସିଲଦାରଙ୍କର ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ

ନରସିଂପୁର : କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ର ତହସିଲଦାରଙ୍କ ଗାଡ଼ି ଉପରକୁ ଆକ୍ରମଣ । ଯାହା ସନ୍ଦେହ କରାଯାଉଛି ଗତ ବିଳମ୍ବିତ ରାତ୍ରରେ ଏକ ପଲସର ଗାଡ଼ିରେ ତିନି ଜଣ ଦୁର୍ବୃତ୍ତ ଆସି ତହସିଲଦାରଙ୍କ ଗାଡ଼ି କୁ ଜାଳି ଚାଲିଯାଇଥିଲେ ଯେଉଁଥିରେ ଗାଡ଼ିଟି ସମ୍ପୂର୍ଣ୍ଣ ପୋଡି ଯାଇଛି ।

ଏ ନେଇ ବଡ଼ମ୍ବା ତହସିଲଦାର ପୋଲିସ୍ ର ଦ୍ବାରସ୍ଥ ହୋଇଛନ୍ତି । ଯାହା ଫଳରେ ପୋଲିସ୍ ପକ୍ଷରୁ ଜୋରଦାର ତଦନ୍ତ ଚାଲିଛି । ଯାହା ସନ୍ଦେହ କରାଯାଉଛି ଏହା ବାଲି ମାଫିଆ କିମ୍ବା ପଥର ମାଫିଆ ଙ୍କ ଉନ୍ମତ୍ତ କାଣ୍ଡ ଘଟେଇଥିବା ସନ୍ଦେହ କରାଯାଉଛି। ଏ ନେଇ ବଡ଼ମ୍ବା ପୋଲିସ୍ ପକ୍ଷରୁ ୩୦୭/୨୨ ଅନୁଯାୟୀ କେଶ୍ ରୁଜୁ କରାଯାଇଛି ।

nis-ad
Leave A Reply

Your email address will not be published.