ନଭେମ୍ୱର ୨୩ରୁ ଆରମ୍ଭ ହେବ ମାଟ୍ରିକ ସମେଟିଭ୍‌-୧ ପରୀକ୍ଷା

କଟକ ୦୪/୧୧: ମାଟ୍ରିକ ସମେଟିଭ୍‌-୧ ପରୀକ୍ଷା ନେଇ ସମ୍ୱାଦିକ ସମ୍ମିଳନୀ କରି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି। ଆସନ୍ତା ୨୩ରୁ ମାଟ୍ରିକ ସମେଟିଭ୍‌-୧ ଆରମ୍ଭ ହେବାକୁ ଯାଉଛି ବୋଲି ପରୀକ୍ଷା ବୋର୍ଡ ସଭାପତି କହିଛନ୍ତି। ନଭେମ୍ୱର ୨୩ ରୁ ୩୦ ଯାଏ ଏହି ପରୀକ୍ଷା ହେବ। ଅନ୍ଯପଟେ ଏହି ପରୀକ୍ଷା ପାଇଁ ରାଜ୍ୟର ୩ହଜାର୨୯ଟି କେନ୍ଦ୍ରରେ ସୁ ବନ୍ଦୋବସ୍ତ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

nis-ad
Leave A Reply

Your email address will not be published.