ବେଆଇନ୍‌ ଗୁଟ୍‌ଖା ଫ୍ୟାକ୍ଟ୍ରି ଉପରେ ପୋଲିସ୍‌ର ଚଢ଼ାଉ, ୨ ଗିରଫ

ବ୍ରହ୍ମପୁର, ୦୩/୧୧: ପୁଣି ବେଆଇନ୍‌ ଗୁଟ୍‌ଖା ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କଲା ପୋଲିସ୍‌ । ବ୍ରହ୍ମପୁର ଗୋଳନ୍ଥରା ପୁଲିସ ସୁରଳରେ ଚାଲିଥିବା ବେଆଇନ ଗୁଟଖା ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରିବା ସହ ବିପୁଳ ପରିମାଣର ଗୁଟଖା ଜବତ କରିଛି । ଏଥିରେ ଜଡ଼ିତ ଥିବା ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବ୍ରହ୍ମପୁର ଏସ୍‌ପି ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.