ଜେଲ୍‌ରୁ ବିଚାରାଧୀନ କଏଦୀ ଫେରାର୍

ନୟାଗଡ଼, ୨୫/୧୦: ଦଶପଲ୍ଲା ଜେଲରୁ ଜଣେ ବିଚାରାଧୀନ କଏଦୀ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି । ଗେଟ୍ ବାହାରକୁ ଆସି ଝାଡୁ କରୁଥିବାବେଳେ କଏଦୀ ଜଣକ ଦୌଡି ପଳାଇଛି ।

ଫେରାର୍ କଏଦୀ ହେଲେ ନରସିଂହପୁର ଅଞ୍ଚଳର ହିଂମାଶୁ ଶେଖର ନାୟକ । ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ସେ ୨୦୨୦ରୁ ଦଶପଲ୍ଲା ଜେଲରେ ଥିବା ପୋଲିସ୍‌ ପକ୍ଷରୁ ସୂଚନା ମିଳିଛି ।

nis-ad
Leave A Reply

Your email address will not be published.