୩ କଲରାପତରିଆ ବାଘ ଛାଲ ଜବତ ସହ ୩ ମାଫିଆ ଗିରଫ

ଝାରସୁଗୁଡ଼ା: ୩ କଲରାପତରିଆ ବାଘ ଛାଲ ଜବତ ସହ ୩ ମାଫିଆ ଗିରଫ। ଝାରସୁଗୁଡ଼ା ଓ ସମ୍ବଲପୁର ପୋଲିସ ମିଳିତ ଭାବେ ଚଢାଉ କରି ବାଘ ଛାଲ ଜବତ କରିଛି। ଗୁଇନ୍ଦା ସୂତ୍ରରୁ ଖବର ପାଇ ଚଢାଉ କରି ଧରିଲା STF।

କଲରାପତରିଆ ବାଘ ଛାଲ ଚାଲାଣ ବେଳେ ଝାରସୁଗୁଡ଼ା-କୁଚିଣ୍ଡା ରାସ୍ତାର ମାଲିଧି ଛକ ନିକଟରେ ଚଢାଉ କରିଥିଲା ପୋଲିସ ଓ STF। ଗିରଫ ୩ ମାଫିଆ ଝାରସୁଗୁଡ଼ା, ସମ୍ବଲପୁର ଓ ବାଲଙ୍ଗିରର। ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ।

nis-ad
Leave A Reply

Your email address will not be published.