ଓଡ଼ିଶା ପର୍ଯ୍ୟଟନ ନିଗମ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ବିଜେଡି ନେତା ଲେନିନ୍‌ ମହାନ୍ତି

ଭୁବନେଶ୍ୱର: ବିଜେଡି ନେତା ଲେନିନ୍‌ ମହାନ୍ତିଙ୍କୁ ନୂଆ ଦାୟିତ୍ୱ। ଓଡ଼ିଶା ପର୍ଯ୍ୟଟନ ନିଗମ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ବିଜେଡି ନେତା ଲେନିନ୍‌ ମହାନ୍ତି । OTDCର ଅଧିକାରୀ ତାଙ୍କୁ ସ୍ୱାଗତ କରିଛନ୍ତି । ଆଗାମୀ ହକି ବିଶ୍ୱକପ୍‌ OTDC ପାଇଁ ଚ୍ୟାଲେଞ୍ଜ ରହିବ । ଯେଉଁ ଅତିଥିମାନେ ଓଡ଼ିଶା ଆସିବେ ସେମାନେ କିପରି ଭଲ ଅନୁଭୂତି ନେଇ ଫେରି ସେନେଇ ପ୍ରାଧାନ୍ୟ ଦେବେ ବୋଲି କହିଛନ୍ତି ।

nis-ad
Leave A Reply

Your email address will not be published.