ନ୍ୟୁଡ୍‌ କଲ୍‌ ପରେ ଆଇପିଏସ୍‌ ଅଫିସରର ପରିଚୟ ଦେଇ ୭୦ ହଜାର ଟଙ୍କା ଲୁଟ୍‌

ଭୁବନେଶ୍ୱର, ୦୫/୧୦: ନ୍ୟୁଡ୍‌ କଲ୍ ପରେ ଆଇପିଏସ୍ ଅଫିସର କହି ଭିଡିଓ କଲ୍, ଧମକ ଦେଇ ନେଇଗଲେ ୭୧ ହଜାର । ଠକାମିର ଶିକାର ପରେ ସାଇବର ଥାନାରେ ଏପରି ଏକ ଅଭିଯୋଗ ହୋଇଛି । ଜଟଣୀର ଜଣେ ଔଷଧ ବିତରକ ନ୍ୟୁଡ୍‌କଲରେ ଫଶିଥିବା ଜଣାପଡ଼ିଛି । ସୋସିଆଲ ମିଡିଆରେ ନ୍ୟୁଡ୍‌ ଭିଡିଓକଲକୁ ଭାଇରାଲ କରିବା ସହ ବର୍ଦ୍ଦି ପିନ୍ଧି ପୋଲିସ୍‌ର ପରିଚୟ ଦେଇ ବ୍ଲାକମେଲ କରିଥିବା ଅଭିଯୋଗ ହୋଇଛି । ୩ଟି କିସ୍ତିରେ ଲୁଟେରା ୭୦ ହଜାର ଟଙ୍କା ଲୁଟିନେଇଛି ।

nis-ad
Leave A Reply

Your email address will not be published.