ଲଙ୍କେଶ୍ବର ବେଶରେ ପଦ୍ମଶ୍ରୀ ହଳଧର ନାଗ, ଲୋକଙ୍କୁ ଦେଉଛନ୍ତି ସଚେତନତାର ବାର୍ତ୍ତା

ବରଗଡ:ବରଗଡ ଜିଲ୍ଲା ସୋହେଳା ବ୍ଲକ ଘେଁସ ଠାରେ ଚାଲିଥିବା ଶାରଦୀୟ ଦୁର୍ଗାପୂଜା ଅବସରରେ ଲଙ୍କେଶ୍ବର ବେଶ ପଦ୍ମଶ୍ରୀ ହଳଧର ନାଗ । ଅସତ୍ୟ ଉପରେ ସତ୍ୟର ବିଜୟ । ପାପ ଉପରେ ପୁଣ୍ଯର ବିଜୟର ବାର୍ତ୍ତା ଦେବା ପାଇଁ ବର୍ଷକୁ ଥରେ ଲଙ୍କେଶ୍ବର ରୂପରେ ଲୋକଙ୍କ ପାଖକୁ ପଦ୍ମଶ୍ରୀ ହଳଧର ନାଗ ଯାଇ ସଚେତନ କରୁଥିବା ଦୃଶ୍ୟ ସମସ୍ତ ଜନସାଧାରଣଙ୍କୁ ଆକୃଷ୍ଠ କରିଛି ।

nis-ad
Leave A Reply

Your email address will not be published.