କମଳା ବୋଝେଇ ପିକ୍ ଅପ୍ ଭ୍ୟାନ ଓଲଟିଲା

ଦାରିଙ୍ଗବାଡ଼ି,୩୦/୯: ଆଜି ଭୋର ସକାଳେ ଦାରିଙ୍ଗବାଡ଼ି – ସୋରଡ଼ା ୫୯ନଂ ଜାତୀୟ ରାଜପଥର ବାଇମାଲା ଗ୍ରାମ ନିକଟରେ ଏକ କମଳା ବୋଝେଇ ପିକ୍ ଅପ୍ ଭ୍ୟାନ ନଂ ସିଜି ୦୪ ଏନକେ ୦୫୫୩ ଭାର ସାମ୍ୟ ହରାଇ ଓଲଟିପଡ଼ିଥିଲା | କମଳା ବୋଝେଇ ପିକ୍ ଅପ୍ ଭ୍ୟାନ ବ୍ରହ୍ମପୁର ଠାରୁ ରାୟପୁର ଯାଉଥିଲା । ଏହି ଖବର ପାଇ ସୋରଡ଼ା ଥାନା ଅଧିକାରୀ ସହିତ ପୋଲିସ ଆସି ତଦନ୍ତ କରୁଥିବା ଜଣା ପଡ଼ିଛି । ଡ୍ରାଇଭର ଓ ହେଲ୍ପର୍ ସାମାନ୍ୟ ଆହତ ହୋଇ ଅଳ୍ପକେ ବଡ଼ ବିପଦରୁ ବର୍ତ୍ତି ଥିବା କୁହାଯାଉଛି ।

nis-ad
Leave A Reply

Your email address will not be published.