ଛତ୍ରପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ

ଛତ୍ରପୁର : ସ୍ଥାନୀୟ ଛତ୍ରପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଅଛି Iଏଥିରେ ଜିଲ୍ଲାର କାର୍ଯ୍ୟକ୍ରମ ଅଧିକାରୀ ସୁଦାମ ଚରଣ ବିଷୋୟୀ ମୁଖ୍ୟ ଅତିଥି ଭାବରେଯୋଗ ଦେଇ ସ୍ବେଛାସେବୀ ମାନଙ୍କୁ ଜାତୀୟ ସେବା ଯୋଜନା ର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ I ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ଡ଼ଃ .ସୁମିତା ମିଶ୍ର, ଅଧ୍ୟାପିକା କବିତା ସାହୂ, ଡ଼ଃ.ଯାଜ୍ଞସେନୀ ପାଣିଗ୍ରାହୀ,ଦୀପ୍ତିନନ୍ଦ, ଡ଼ଃ . ସୁଜାତା ବେହେରା କର୍ମଚାରୀ , ସନ୍ତୋଷ ବିଷୋୟୀ, ଗୀତାଞ୍ଜଳି ସାମନ୍ତରାୟ , ଏମ.ଜନାର୍ଦନ ରାଓ ଏବଂ ପି.ନାଗମା ଉପସ୍ଥିତ ଥିଲେ .ଆଜି କାର୍ଯ୍ୟକ୍ରମ ଅଧିକାରିଣୀ ଅଞ୍ଜଳି ସେଠି ଙ୍କ ତତ୍ୱାବଧାନରେ ସ୍ବେଛାସେବୀ ମାନେ ମହାବିଦ୍ୟାଳୟ ର ପରିସର କୁ ସଫା କରି ସ୍ୱଛତା ର ବାର୍ତା ଦେଇଥିଲେ I ସ୍ବେଛାସେବୀ ମାନଙ୍କର ଏହି କାର୍ଯ୍ୟ କୁ ଜିଲ୍ଲାର କାର୍ଯ୍ୟକ୍ରମ ଅଧିକାରୀ ପ୍ରଂଶସା କରିଥିଲେ I

nis-ad
Leave A Reply

Your email address will not be published.