ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରୀ ହୋଇଗଲା ଶିଶୁ ପୁତ୍ର, ୪ ଘଣ୍ଟାପରେ ଉଦ୍ଧାର

ରାୟଗଡ଼ା, ୨୨/୦୯: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରୀ ଶିଶୁ ପୁତ୍ର ୪ ଘଣ୍ଟା ପରେ ଉଦ୍ଧାର ହୋଇଛି । ଜଣେ ପୁରୁଷ ଚୋରି କରିଥିବା ସିସିଟିଭି କ୍ୟାମେରା ଫୁଟେଜରୁ ସ୍ପଷ୍ଟ ଦେଖିବାକୁ ମିଳିଛି । ଶିଶୁପୁତ୍ରକୁ ଦୁଇ ଜଣ ମହିଳା ହସ୍ତାନ୍ତର କରିଛନ୍ତି । ରାୟଗଡ଼ା ବ୍ଲକ ବାଲେଷର ଗ୍ରାମର ପେଶୁ ହିକକା ଚିକିତ୍ସା ପାଇଁ ଶିଶୁପୁତ୍ରକୁ ମେଡିକାଲ ଆଣିଥିବା ବେଳେ ଶିଶୁଟି ଚୋରୀ ହୋଇଯାଇଥିଲା ।

nis-ad
Leave A Reply

Your email address will not be published.