ଧାମନଗର ବିଧାୟକଙ୍କ ବିୟୋଗରେ ଶୋକ, ବନ୍ଦ ରହିବ ଜିଲ୍ଲାର ସବୁ ସ୍କୁଲ୍

ଭଦ୍ରକ ୧୯/୦୯: ପରଲୋକରେ ଧାମନଗର ବିଧାୟକ ବିଷ୍ଣୁ ସେଠୀ । ତାଙ୍କ ବିୟୋଗରେ ସବୁଠି ଶୋକର ଛାୟା ଖେଳିଯାଇଛି । ବିଭିନ୍ନ ନେତୃବୃନ୍ଦରେ ଶୋକ ପାଳନ କରାଯାଉଛି ।

ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ବି ଶୋକ ପାଳନ କରାଯାଉଛି । ଫଳରେ ଜିଲ୍ଲାର ସମସ୍ତ ସ୍କୁଲରେ ପାଠ ପଢା ବନ୍ଦ ରହିଛି । ଧାମନଗର ବ୍ଲକର ସମସ୍ତ ସ୍କୁଲରେ ପାଠ ପଢା ବନ୍ଦ ରହିବ । ଶିକ୍ଷକ ଓ ଶିକ୍ଷୟତ୍ରୀ ୪ଟା ପର୍ଯ୍ୟନ୍ତ ସ୍କୁଲରେ ଉପସ୍ଥିତ ରହିବେ । ଏନେଇ ଜିଲ୍ଲା ଶିକ୍ଷାଧିକାରୀ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.