ରାଜମିସ୍ତ୍ରୀଙ୍କ ଆକାଉଣ୍ଟରୁ ୩୦ ହଜାର ଟଙ୍କା ନେଇଗଲେ ସାଇବର ଠକ

ଭୁବନେଶ୍ୱର: ପୁଣି ସାଇବର ଠକେଇ। ରାଜମିସ୍ତ୍ରୀଙ୍କ ଦରମା ଟଙ୍କା ଆକାଉଣ୍ଟରୁ ଚଳୁ। ଆକାଉଣ୍ଟରୁ ୩୦ ହଜାର ଟଙ୍କା ନେଇଗଲେ ସାଇବର ଠକ। ଟେଲିଫୋନ୍‌ ନମ୍ବର ହ୍ୟାକ୍‌ କରି ଓଟିପି ଦ୍ୱାରା ନେଇଗଲେ ଟଙ୍କା । ଭୁବନେଶ୍ୱର ସାଇବର ଥାନାରେ ରାଜମିସ୍ତ୍ରୀ କୁଶ ଗୌଡ଼ ଏତଲା ଦେଇଛନ୍ତି। କୁଶଙ୍କ ଘର ବ୍ରହ୍ମପୁରରେ ହୋଇଥିବା ବେଳେ, ଭୁବନେଶ୍ୱରର ପଳାଶପଲ୍ଲୀରେ ରୁହନ୍ତି।

nis-ad
Leave A Reply

Your email address will not be published.