ନୂଆ ରୂପ ପାଇବ ପୁରୀ -କୋଣାର୍କ ବେଳାମାର୍ଗ

କୋଣାର୍କ ୦୯/୦୯: ପୁରୀ -କୋଣାର୍କ ବେଳାମାର୍ଗ ଚନ୍ଦ୍ରଭାଗା ନୂଆ ରୂପ ପାଇବ I ଝଲସି ଉଠିବ ଚନ୍ଦ୍ରଭାଗା ବେଳାଭୂମି I ଶୁକ୍ରବାର ଜିଲ୍ଲାପାଳ ସମର୍ଥ ବର୍ମା ବେଳାଭୂମି ଅଞ୍ଚଳ ପରିଦର୍ଶନ କରିଥିଲେ I ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ନିକଟରୁ ଇକୋ ରିଟ୍ରିଟ ପର୍ଯ୍ୟନ୍ତ ବେଳାଭୂମି ସୌନ୍ଦର୍ଯ୍ୟକରଣ ହେବ I ପର୍ଯ୍ୟଟକଙ୍କ ପାଇଁ ପାଦଚଲା ରାସ୍ତା, ସିଟିଙ୍ଗ ବେଞ୍ଚ, ଆଲୋକ ବ୍ୟବସ୍ତା ଆଦି ସୁବିଧା ଉପଲବ୍ଧ ହେବ I ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହୋଇ ଜାନୁଆରୀ ଶେଷ ସୁଦ୍ଧା ଲୋକାର୍ପଣ ହେବ ବୋଲି ଜଣାପଡିଛି I

nis-ad
Leave A Reply

Your email address will not be published.