ଭଡା ଘରୁ ଖେଳ ଶିକ୍ଷକଙ୍କ ମୃତଦେହ ଉଦ୍ଧାର

ଖେଳ ଶିକ୍ଷକଙ୍କ ଆତ୍ମହତ୍ୟା । ଭଡା ଘରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଶିକ୍ଷକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଅଢା ଅଞ୍ଚଳର ପର୍ଶୁରାମ ସେଠୀ । ସେ ଖନ୍ତପଡା ଇଞ୍ଚୁଡି ସ୍କୁଲରେ ଖେଳ ଶିକ୍ଷକ ଥିଲେ । ସେହି ସ୍କୁଲର ଅନ୍ୟ ଜଣେ ଶିକ୍ଷକଙ୍କ ଘରେ ସେ ଭଡାରେ ରହୁଥିଲେ । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

nis-ad
Leave A Reply

Your email address will not be published.