ପାହଳରେ ନକଲି ଲୁଣ, ଡିଟରଜେଂଟ୍ ଜବତ

ଭୁବନେଶ୍ୱର: ନକଲି ଲୁଣ ଗୋଦାମରେ ଚଢାଉ । ଭୁବନେଶ୍ୱର ଉପକଣ୍ଠ ହଂସପାଳ ନିକଟ ଶିବଶକ୍ତିନଗର ଲେନ୍ ୧୫ରେ ଚଢାଉ କଲା ପାହଳ ପୋଲିସ । ଲୋକପ୍ରିୟ ବ୍ରାଣ୍ଡ ନାଁରେ ନକଲି ସାମଗ୍ରୀ ପ୍ରସ୍ତୁତ ହେଉଥିବା ଗୋଦାମ୍ ଉପରେ ଚଢାଉ କରି ନକଲି ସାମଗ୍ରୀକୁ ଜବତ କରିଛି ପୋଲିସ । ପ୍ରସିଦ୍ଧ କମ୍ପାନୀ ନାଁରେ ନକଲି ଲୁଣ, ଡିଟରଜେଂଟ୍ ଆଦି ପ୍ରସ୍ତୁତ ହେଉଥିବାର ଖବର ପୋଲିସ ପାଖରେ ପହଁଚିବା ପରେ ପୋଲିସ ଚଢାଉ କରିଥିଲା ।

nis-ad
Leave A Reply

Your email address will not be published.