କମିଶନରେଟ ପୁଲିସର ବିନା ଅନୁମତିରେ ରହିପାରିବେନି ବାଉଁଶର

ଭୁବନେଶ୍ବର: କମିଶନରେଟ ପୁଲିସର ବିନା ଅନୁମତିରେ ରହିପାରିବେନି ବାଉଁଶର। PSARA ଆକ୍ଟ ଅନୁଯାୟୀ, ବାର ମାଲିକ ସିକ୍ୟୁରିଟି ରଖିପାରିବେ। ବାଉଁସର ରଖିବା ପାଇଁ ନିକଟସ୍ଥ ଥାନାରେ ଲିଖିତ ଭାବେ ଜଣାଇବାକୁ ପଡିବ। ୨ ମାସ ପର୍ଯ୍ୟନ୍ତ ବାର ମାନଙ୍କରେ ଏହି ନିୟମ ଲାଗୁହେବ। ସେପ୍ଟେମ୍ବର ୭ରୁ ନଭେମ୍ବର ୫ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ।ନିୟମ ଭାଙ୍ଗିଲେ ବାର ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

nis-ad
Leave A Reply

Your email address will not be published.