ସାଳନ୍ଦୀ ନଦୀରେ ଭାସିଗଲେ ୩ନାବାଳକ : ୨ଉଦ୍ଧାର, ଜଣେ ନିଖୋଜ

ଭଦ୍ରକ : ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ସାଳନ୍ଦୀ ନଦୀର ଭଦ୍ରକ ସାହପୁର ଘାଟରେ ନଦୀରେ ବୁଡି ଜଣେ ନାବାଳକ ନିଖୋଜ ହୋଇଯାଇଛି । ସୂଚନାନୁଯାୟୀ ଭଦ୍ରକ ସହରାଞ୍ଚଳ ୧୬ନମ୍ବର କଣ୍ଟାବଣିଆ ଅଂଚଳ ୩ନାବାଳକ ସାଳନ୍ଦୀ ନଦୀରେ ଗାଧୋଇବା ବେଳେ ଜଣେ ନିଖୋଜ ହୋଇଯାଇଛନ୍ତି । ତେବେ ଅନ୍ୟ ଦୁଇ ଜଣ ସୁରକ୍ଷିତ ଭାବେ କୂଳକୁ ପଳାଇ ଆସିଥିବା ଜଣାପଡିଛି ।

ସାଳନ୍ଦୀ ନଦୀର ସାହାପୁର ଘାଟ ନିକଟର ଘଟଣା ପ୍ରଘଟ ହେବା ପରେ ଭଦ୍ରକ ଦମକଳ ବାହିନୀ ଓ ସ୍ଥାନୀୟ ଅଞ୍ଚଳବାସୀ ମନେ ନଦୀରେ ନିଖୋଜ ନାବାଳକକୁ ଖୋଜାଖୋଜି ଚଳାଇଛନ୍ତି ।

nis-ad
Leave A Reply

Your email address will not be published.