ଅରୁଣାଚଳ ପ୍ରଦେଶ ନିକଟରେ ଚୀନ ସେନା କରୁଛି ନିର୍ମାଣ କାମ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ସୀମା ନିକଟରେ ଚୀନ ସେନାର ନିର୍ମାଣ କାମ ଜାରି ରହିଛି । ଏହାକୁ ସ୍ଥାନୀୟ ଲୋକେ କ୍ୟାମେରାରେ କଏଦ କରିଛନ୍ତି । ଅନଜାବ ଜିଲ୍ଲାର ସ୍ଥାନୀୟ ଲୋକମାନେ ନିର୍ମାଣାଧୀନ କାର୍ଯ୍ୟସ୍ଥଳୀର ଫଟୋ ଉଠାଇଛନ୍ତି । ମେସିନ ସହାୟତାରେ ଚୀନ ସେନା କାମ କରୁଛି । ଚାଗଲଶଗମରେ ହାଡିଗାରା-ଡେଲ୍ଟା ୬ ନିକଟରେ ଚୀନର ସେନା ଏହି ନିର୍ମାଣାଧୀନ କାମ କରୁଛନ୍ତି ।

nis-ad
Leave A Reply

Your email address will not be published.