ବିଶ୍ୱବିଦ୍ୟାଳୟ ପରୀକ୍ଷାଗାରରେ ବିସ୍ଫୋରଣ; ଏକାଧିକ ଛାତ୍ରଛାତ୍ରୀ ଆହତ, ଜଣେ ଗୁରୁତର

ଚଣ୍ଡୀଗଡ଼: ପଂଜାବର ଅମୃତସରରେ ଶୁକ୍ରବାର ବଡ଼ ଦୁର୍ଘଟଣା ଘଟିଛି । ଅମୃତସରସ୍ଥିତ ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟରେ ବିସ୍ଫୋରଣ ହେବାରୁ ଅନେକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଏହି ଘଟଣା ଅପରାହ୍ନରେ ଘଟିଛି । ଆହତ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ନିକଟସ୍ଥ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି ।

nis-ad
Leave A Reply

Your email address will not be published.