ଯୁକ୍ତ ୨ରେ ହେବ ତ୍ରୟମାସିକ ପରୀକ୍ଷା

ଭୁବନେଶ୍ବର: ଯୁକ୍ତ ୨ରେ ତ୍ରୟମାସିକ ପରୀକ୍ଷା ହେବ । ରାଜ୍ୟରେ ଚଳିତ ୨୦୨୨-୨୩ ଶିକ୍ଷା ବର୍ଷରେ ପରୀକ୍ଷା କରାଯିବା ନେଇ ନିଷ୍ପତ୍ତି ହୋଇଛି । ତେଣୁ ପ୍ରତି ତିନି ମାସରେ ପରୀକ୍ଷା ହେବ। ହାଇୟର ସେକେଣ୍ଡାରୀ ସ୍କୁଲ ସ୍ତରରେ ଏହି ପରୀକ୍ଷା କରାଯିବ । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ପରୀକ୍ଷା ନେଇ ଆବଶ୍ୟକୀୟ ପଦକ୍ଷେପ ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି।

nis-ad
Leave A Reply

Your email address will not be published.