ବିଷଧର ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ…


ଭଞ୍ଜନଗର : ତାରସିଂ ଥାନା ଗାଲେରୀ ଫାଣ୍ଡି ଅନ୍ତର୍ଗତ ରାଇଗୋଛା ଗ୍ରାମର ସୁଶାନ୍ତ ନାଇକଙ୍କ ସ୍ବୀ ଲିଲି ନାଇକ ବିଷଧର ସାପ କାମୁଡାରେ ମୃତ ଘଟିଛି। ତାରସିଂ ପୁଲିସ ଲିଲିର ମୃତ୍ୟୁ ଖବର ପାଇ ଭଞ୍ଜନଗର ଡାକ୍ତରଖାନାରେ ପହଞ୍ଜି ଲିଲିର ମୃତ ଦେହକୁ ଜବତ କରିବା ସହ ତଦନ୍ତକରି ବ୍ୟବଛେଦ ଗୃହକୁ ପଠାଯିବା ସହ ଏ ନେଇ ତାରସିଂ ଥାନା କେସଂନଂ ୧୫/୨୨ରେ ଅପମୃତ୍ୟୁ ମାମଲା ରୁଜୁ ହେଇଥିବା ତାରସିଂ ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ ଓ ଗାଲେରୀ ଫାଣ୍ଡି ଅଧିକାରୀ ଭାଗୀରଥି ନାୟକ କହିଛନ୍ତି ।ଖବର ନେବାରେ ସ୍ବାମୀ ସୁଶାନ୍ତ ସ୍ବୀ ଲିଲି ମିଶି ରାତ୍ରରେ ଖାଇସାରି ସମୟରେ ଏକ ବିଷଧର ସାପ କାମୁଡି ଦେଇଥିଲା କିଛି ସମୟ ପରେ ମୃତ ଲିଲିର ଦେହ ଜଳାପଡା ହେବାରୁ ଲିଲିକୁ ଗୁରୁତର ଅବସ୍ଥାରେ ଗାଲେରୀ ସ୍ବାସ୍ଥ୍ୟ କେନ୍ଦ୍ର ପରେ ଭଞ୍ଜନଗର ଡାକ୍ତରଖାନାରେ ଭତ୍ତି କରାଯାଇଥିବା ବେଳେ ସକାଳ ୧୦ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ଏହି ଘଟଣାକୁ ନେଇ ରାଇଗୋଛା ଗ୍ରାମରେ ଶୋକର ଛାୟା ଖୋଳି ଯାଇଛି ।

nis-ad
Leave A Reply

Your email address will not be published.