ବିପଦ ସଂକେତ ଉପରେ ବୈତରଣୀ, ଜଳକା

ଭଦ୍ରକ : ଆଖୁଆପଦାରେ ବିପଦ ସଂକେତ ଟପିଲା ବୈତରଣୀ ନଦୀ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବିପଦ ସଂକେତ ଟପିଲା । ଦିନ ୧୨ଟା ସୁଦ୍ଧା ଆଖୁଆ ପଦାରେ ଜଳସ୍ତର ୧୭.୮୮ ମିଟର । ଆଖୁଆପଦାରେ ବୈତରଣୀ ର ବିପଦ ସଂକେତ ୧୭.୮୩ ମିଟର ।
ବସ୍ତାର ମଥାନୀରେ ବିପଦ ସଂକେତ ଟପିଲା ଜଳକା ନଦୀ । ଦିନ ଗୋଟାଏ ସୁଦ୍ଧା ମଥାନୀ ଠାରେ ଜଳକା ଜଳସ୍ତର ୬.୨୫ ମିଟର । ମଥାନୀ ଠାରେ ଜଳକାର ବିପଦ ସଂକେତ ୫.୫ ମିଟର ।

nis-ad
Leave A Reply

Your email address will not be published.