ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୁବକକୁ ଆକ୍ରମଣ…

ବ୍ରହ୍ମପୁର : ବଡବଜାର ଥାନା ଅନ୍ତର୍ଗତ ରଙ୍ଗୁଣୀ ବନ୍ଧ ସାହି ଠାରେ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଛି l ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ଶୁଣିବାକୁ ମିଳୁଛି l ଆକ୍ରମଣର ଶିକାର ହୋଇଥିବା ଯୁବକ ହେଲେ ଡିମ୍ବ ବୋଲି ଜଣାପଡିଛି l କୌଣସି ବିଶେଷ ସୂତ୍ରରୁ ଖବର ପାଇଁ ବଡ଼ ବଜାର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି l ଆକ୍ରମଣ କରିଥିବା ଯୁବକମାନେ କିଛି ଦିନ ତଳେ କୌଣସି ଏକ ମାମଲାରେ ଗିରଫ ହୋଇଥିଲେ ବୋଲି ଜଣାପଡ଼ିଛି l ପୋଲିସ ବ୍ରହ୍ମପୁର ର ସମସ୍ତ ରାସ୍ତା କୁ ସିଜ କରି ଛାନ ଭିନ ଜାରି ରଖିଛି, ଅପରାଧୀ ମାନେ ଅତି ଶୀଘ୍ର ଧରା ପଡିବେ ବୋଲି ବଡବଜାର ଥାନା ଅଧିକାରୀ କହିଛନ୍ତି

nis-ad
Leave A Reply

Your email address will not be published.