କଳାହାଟ ଦ୍ୱାରରେ ରୁପା ଛାଉଣି ପ୍ରସ୍ତୁତି ଆରମ୍ଭ

ପୁରୀ: ଶ୍ରୀମନ୍ଦିର ଜଗମୋହନରୁ ଗର୍ଭଗୃହକୁ ଯୋଗ କରୁଥିବା କଳାହାଟ ଦ୍ୱାରରେ ରୁପା ଛାଉଣି ପ୍ରସ୍ତୁତି ଶୁକ୍ରବାର ରାତିରୁ ଆରମ୍ଭ ହେବ । ଏହି କାମ କରିବାକୁ ମୁମ୍ବାଇରୁ କାରିଗର ଆସି ପହଞ୍ଚିଛନ୍ତି । କଳାହାଟ ଦ୍ୱାରରେ ୫୦୦ କିଲୋର ରୁପା ଚାଦର ପଡିବ ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଶ୍ରୀମନ୍ଦିର ସାତଟି ଦ୍ୱାରରେ ରୁପା ଛାଉଣି ସରିଛି ।

nis-ad
Leave A Reply

Your email address will not be published.