ତାରିଣୀ ବସ୍ତ୍ରାଳୟରେ ଜିଏସ୍‌ଟି ପକ୍ଷରୁ ରେଡ୍‌

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ କଳ୍ପନା ଛକରେ ଥିବା ତାରିଣୀ ବସ୍ତ୍ରାଳୟରେ ଜିଏସ୍‌ଟି ପକ୍ଷରୁ ଚାଲିଛି ରେଡ୍ । ବସ୍ତ୍ରାଳୟର ସୋ ରୁମ୍, ଗୋଦାମ ଘର, କେଦାର ଲେନ୍ ଏବଂ ବନମାଳୀପୁରରେ ଥିବା ବାସଭବନରେ ରେଡ୍ ଚାଲିଛି। ଏହି ଚଢାଉରେ ୨୦ ଜଣ ଅଧିକାରୀ ସାମିଲ ଥିବା ଜଣାପଡିଛି। ଜିଏସଟି ଫାଙ୍କିବା ଅଭିଯୋଗରେ ଚଢାଉ ହୋଇଛି ।

ଅନେକ ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ମଧ୍ୟ ଜବତ ହୋଇଛି । ଯେଉଁଥିରେ ସତ ପ୍ରତିଶତ ଖବର ସାମ୍ନାକୁ ଆସିବ ।

nis-ad
Leave A Reply

Your email address will not be published.