ରେଳ ଷ୍ଟେସନରେ ଲଗେଜ ସ୍କାନିଂବେଳେ ଯାତ୍ରୀଙ୍କ ବ୍ୟାଗରୁ ମିଳିଲା ୨୮ ଲକ୍ଷ ଟଙ୍କା

ପୁରୀ: ଯାତ୍ରୀଙ୍କ ବ୍ୟାଗରୁ ଜବତ ହେଲା ପୁଳାପୁଳା ଟଙ୍କା । ପୁରୀ ରେଳ ଷ୍ଟେସନରେ ଯାତ୍ରୀଙ୍କ ବ୍ୟାଗରୁ ଆରପିଏଫ ଜବତ କରିଛି ୨୮ ଲକ୍ଷ ୮୫ ହଜାର ୫ଶହ ଟଙ୍କା । ଲଗେଜ ସ୍କାନରରେ ସ୍କାନିଙ୍ଗ ବେଳେ ଯାତ୍ରୀଙ୍କ ବ୍ୟାଗରୁ ମିଳିଛି ଏହି ଟଙ୍କା। ଆରପିଏଫ ପୁଲିସ୍‌ ସମ୍ପୃକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

nis-ad
Leave A Reply

Your email address will not be published.