କିଶନନଗର ଥାନା ସମ୍ମୁଖରେ ଆତ୍ମାହୂତୀ ଉଦ୍ୟମ ଘଟଣା : ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିଙ୍କୁ ସୁପାରିଶ

କଟକ : କଟକ କିଶନନଗର ଥାନା ସମ୍ମୁଖରେ ଆତ୍ମାହୂତୀ ଉଦ୍ୟମ ଘଟଣାରେ ଥାନା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିଙ୍କୁ ସୁପାରିଶ। କଟକ ଗ୍ରାମାଞ୍ଚଳ ଏସ୍‌ପି ଏନେଇ ସୁପାରିଶ କରିଛନ୍ତି । ଏହି ମାମଲାରେ ଆହତ ହୋଇଥିବା ଗୁଣନିଧି ବିଷୋୟୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଅଛି । ଗୁଣନିଧିଙ୍କୁ ଆକ୍ରମଣ କରିଥିବା ପୁତୁରା ସାଗର ବିଷୋୟୀ ଗିରଫ ହୋଇଛି।

ଏ ନେଇ କଟକ ଗ୍ରାମାଞ୍ଚଳ ଏସ୍‌ପି ବି ଯୁଗଳ କିଶୋର ପ୍ରତିକ୍ରିୟା ଦେଇଛନ୍ତି। ତେବେ ପୋଲିସର ନିଷ୍କ୍ରିୟତା ଅଭିଯୋଗ କରି ଗୁରୁବାର ଗୁଣନିଧି ଆତ୍ମାହୂତୀ ଉଦ୍ୟମ କରିଥିଲେ ।

nis-ad
Leave A Reply

Your email address will not be published.