ଲାଞ୍ଚ ନେଇ ଧରାପଡିଲେ ବିଇଓ

ପଦ୍ମପୁର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରିପଡ଼ିଛନ୍ତି ବରଗଡ଼ ଜିଲ୍ଲା ଝାରବନ୍ଦ ବିଇଓ ରଞ୍ଜିତ ଭୋଇ। ଜଣେ ଶିକ୍ଷକଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ରଞ୍ଜିତ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଡୁଙ୍ଗୁରିପାଲି ସ୍କୁଲର ଜଣେ ଶିକ୍ଷକ ତ୍ରିନାଥ ସେଠଙ୍କ ଦରମା ବନ୍ଦ କରିବା ପରେ ୫ ହଜାର ଟଙ୍କା ଦାବି କରିଥିଲେ।

ଆଜି ଶିକ୍ଷକ ତ୍ରିନାଥ ସେଠଙ୍କ ଘରକୁ ଯାଇ ୫ ହଜାର ଲାଞ୍ଚ ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ମାଡିବସିଥିଲା ।

nis-ad
Leave A Reply

Your email address will not be published.