ଶ୍ରୀମନ୍ଦିର ବେଢାରେ ମହାଦେବଙ୍କ ଦର୍ଶନ କଲେ ଭି.କେ. ପାଣ୍ଡିଆନ

ପୁରୀ: ପୁରୀରେ 5T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ। ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ଏହାସହ ପବିତ୍ର ଶୀତଳ ଷଷ୍ଠୀ ଦିବସରେ ମନ୍ଦିର ବେଢାରେ ଥିବା ମହାଦେବଙ୍କ ଦର୍ଶନ ମଧ୍ୟ କରିଛନ୍ତି । ଶ୍ରୀମନ୍ଦିରରେ ପାଖାପାଖି ୪୫ ମିନିଟ ପର୍ଯ୍ୟନ୍ତ ରହିବା ସହ ସେ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିଥିଲେ । ଗତକାଲି ସେ ପୁରୀ ଆସିଥିବା ବେଳେ ଶ୍ରୀଜୀଉଙ୍କୁ ଦର୍ଶନ ସାରି ପରିକ୍ରମା ପ୍ରକଳ୍ପ କାମକୁ ବୁଲି ଦେଖି ସମୀକ୍ଷା କରିଥିଲେ ।

nis-ad
Leave A Reply

Your email address will not be published.