ଭୁବନେଶ୍ମର: ଟ୍ରକକୁ ୨ ଲକ୍ଷ ଫାଇନ୍। ରାଜଧାନୀରେ ବିନା ଟ୍ୟାକ୍ସ ଓ ଲାଇନ୍ସେସ୍ରେ ଗାଡି ଚଳାଇବା ପଡିଲା ମହଙ୍ଗା। ଟ୍ରକକୁ ୨ଲକ୍ଷ ୬୩ହଜାର ୫୦୦ ଟଙ୍କା ଫାଇନ୍ କାଟିଲା ପରିବହନ ବିଭାଗ।
ଟାକ୍ସ ବାବଦକୁ ୨ଲକ୍ଷ ୨୮ହଜାର ଓ ବିନା ଲାଇସେନ୍ସରେ ୧୦ ହଜାର , ପଲ୍ୟୁସନ ପାଇଁ ୧୦ହଜାର ଓ ଅନ୍ୟାନ୍ୟ ଫାଇନ୍କୁ ମିଶାଇ ମୋଟ ୨ଲକ୍ଷ ୬୩ହଜାର ୫୦୦ଟଙ୍କ ଜବତ କରାଯାଇଛି। ଗତକାଲି ଟେକିଂ ବେଳେ ଟ୍ରକକୁ ଜବତ କରିଥିଲା RTO-2।