ହାଇକୋର୍ଟ ଗଲା ବିଧାୟକଙ୍କ କ୍ୱାଟର୍ସ ପାଇଁ ଗଛ କଟା ମାମଲା

ଭୁବନେଶ୍ୱର :ହାଇକୋର୍ଟ ଗଲା ଗଛ କଟା ମାମଲା । ବିଧାୟକଙ୍କ କ୍ୱାଟର୍ସ ପାଇଁ ଗଛ କଟାକୁ ବିରୋଧ କରି ହାଇକୋର୍ଟରେ ମାମଲା । ତୁରନ୍ତ ଗଛକଟା ବନ୍ଦ କରିବାକୁ ହାଇକୋର୍ଟରେ ଆବେଦନ । ସ୍ୱେଚ୍ଛାସେବୀ ଜୟନ୍ତୀ ଦାସଙ୍କ ପକ୍ଷରୁ ରୁଜୁ ହେଲା ଜନସ୍ୱାର୍ଥ ମାମଲା । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମେତ ୧୦ ଜଣଙ୍କୁ ପକ୍ଷ ଭୁକ୍ତ କରି ମାମଲ।।

କଟା ଯାଇଥିବା ଗଛ ପାଇଁ ଉପଯୁକ୍ତ କ୍ଷତି ପୂରଣ ଦାବୀ ।

nis-ad
Leave A Reply

Your email address will not be published.