୨୨ଟି ସର୍ତ୍ତରେ ପୁଣି ଖୋଲିବ ରାମମନ୍ଦିର ନିକଟ ‘ଖାଓ ଗଲି’

ଭୁବନେଶ୍ୱର: ଭୁବନେଶ୍ୱର ରାମମନ୍ଦିର ନିକଟ ଖାଓ ଗଲି ପୁଣି ଥରେ ଖୋଲିବ । ୨୨ଟି ସର୍ତ୍ତରେ ଦୋକାନ ଖୋଲିବାକୁ ଅନୁମତି ଦେଲା ବିଏମସି । ପ୍ରତି ଦୋକାନ ସିକ୍ୟୁରିଟି ଜମା ୨୫ ହଜାର ସହିତ ମାସିକ ଭଡା ୬ ହଜାର ଦେବେ । ସନ୍ଧ୍ୟା ସାଢେ ୫ଟାରୁ ରାତି ୧୦ଟା ଯାଏଁ ଖୋଲିବ ଖାଓ ଗଲି ।

nis-ad
Leave A Reply

Your email address will not be published.