ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରସ୍ତାବକୁ ହାଇକୋର୍ଟ ବାର ଆସୋସିଏସନର ବିରୋଧ

କଟକ : ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାକୁ ନେଇ ବିରୋଧ । ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାକୁ ହାଇକୋର୍ଟ ବାର୍ ଆସୋସିଏସନର ବିରୋଧ । ରାଜ୍ୟରେ ଦୁଇଟି ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ର ଆଇନ୍ ମନ୍ତ୍ରୀଙ୍କ ପ୍ରସ୍ତାବ । ପ୍ରସ୍ତାବ ସମ୍ପର୍କିତ ରିପୋର୍ଟ୍ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ହାଇକୋର୍ଟ ବାରର ବିରୋଧ ।

ଏକ ଆକ୍ସନ କମିଟି ଗଠନ ଲାଗି ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି । ଏନେଇ ମୁଖ୍ୟ ବିଚାରପତିଙ୍କୁ ଭେଟିବ ଆକ୍ସନ କମିଟି ।

nis-ad
Leave A Reply

Your email address will not be published.