ନାବାଳିକା କନ୍ୟା ବାହାଘରରେ ଚାଇଲ୍ଡ ଲାଇନର ଚଢ଼ଉ, ଅଧାବାଟରୁ ଫେରିଗଲା ବର

ଚୌଦ୍ୱାର-ଗୁରୁଡିଝାଟିଆ: ବାହାଘରର ସମସ୍ତ ପ୍ରସ୍ତୁତି ସରିଥିଲା । ମନ୍ଦିରରେ ବିବାହ ପାଇଁ କନ୍ୟା ଅପେକ୍ଷା କରି ରହିଥିଲା । ବର ଆସିଥିଲେ ବାହାଘର ହୋଇଥାନ୍ତା । ହେଲେ କନ୍ୟା ନାବାଳିକା ଥିବା ଚାଇଲ୍ଡ ଲାଇନ ଖବର ପାଇ ବରକୁ ବାଟରୁ ଫେରାଇ ଦେଇଥିଲେ ଯାହାକି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଅଞ୍ଚଳର ପୁଅ ସହ ଢେଙ୍କାନାଳ ଗନ୍ଦିଆ ଅଞ୍ଚଳର ନାବାଳିକା କନ୍ୟା ସହ ବାହାଘର ହୋଇଥାନ୍ତା ।

nis-ad
Leave A Reply

Your email address will not be published.