ପୁରୀ: ଏମାର ମଠ ପରିସର ଖନନ ନିକଟରେ ସରିଲା ଏଏସଆଇର ଅନୁଧ୍ୟାନ। ଖନନ ସ୍ଥାନରେ ଥିବା ସିଂହ ମୂର୍ତ୍ତି ଗଙ୍ଗ ସାମ୍ରାଜ୍ୟ ସମୟର ହୋଇଥିବା ଅନୁମାନ । ଏକ ୱଲ୍ର ଅବଶିଷ୍ଟାଂଶ ମିଳିଛି । ଏହାର ପରୀକ୍ଷଣ କରାଯାଇ ରିପୋର୍ଟ ଦିଆଯିବ । ହାଇକୋର୍ଟରେ ମାମଲା ଥିବାରୁ ଅଧିକ କିଛି କହିବା ପାଇଁ ମନାକରିଛନ୍ତି ଏଏସଆଇ ସୁପରିଟେଣ୍ଡେଣ୍ଟ । ଓବିସିସି ଚିଠି ଆଧାରରେ ଖନନ ସ୍ଥଳରୁ ମିଳିଥିବା ସିଂହ ମୂର୍ତ୍ତିର ପରୀକ୍ଷଣ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.
Prev Post
Next Post