ଦାୟିତ୍ୱ ନେଲେ କ୍ରାଇମବ୍ରାଞ୍ଚ ନୂଆ ଏଡିଜି ଅରୁଣ ବୋଥ୍ରା

ଦାୟିତ୍ୱ ନେଲେ କ୍ରାଇମବ୍ରାଞ୍ଚ ନୂଆ ଏଡିଜି ଅରୁଣ ବୋଥ୍ରା। ୧୯୯୬ ମସିହା ବ୍ୟାଚ ଆଇପିଏସ ଅଧିକାରୀ ଅରୁଣ ବୋଥ୍ରା। ଆଜି କଟକ ସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହାପରେ ପ୍ରତିକ୍ରିୟାରେ ଅରୁଣ ବୋଥ୍ରା କହିଛନ୍ତି, ମୋ ଘର ବାହୁଡା ହୋଇଛି । ରାଜ୍ୟର ଅପରାଧ ସ୍ଥିତି ନିୟନ୍ତ୍ରଣରେ ରହିଛି।

ପଡି ରହିଥିବା ପୁରୁଣା ମାମଲାର ତଦନ୍ତ ଶେଷ କରିବା ସହ ସାଇବର ସଚେତନତା ଦିଗରେ ଫୋକସ କରାଯିବ ବୋଲି କହିଛନ୍ତି ଅରୁଣ ବୋଥ୍ରା ।

nis-ad
Leave A Reply

Your email address will not be published.