ଆର୍ଦ୍ରଭୂମି ସଂରକ୍ଷଣ ନେଇ ନିଜ ପକ୍ଷରୁ ହାଇକୋର୍ଟଙ୍କ ମାମଲା ପ୍ରସଙ୍ଗ, ହାଜର ହେଲେ ୪ ଜିଲ୍ଲାପାଳ

କଟକ: ଆର୍ଦ୍ରଭୂମି ସଂରକ୍ଷଣ ନେଇ ନିଜ ପକ୍ଷରୁ ହାଇକୋର୍ଟଙ୍କ ମାମଲା ପ୍ରସଙ୍ଗ । ଏହି ମାମଲାରେ ହାଇକୋର୍ଟରେ ହାଜର ହେଲେ ୪ ଜିଲ୍ଲାପାଳ । ତେବେ ଭର୍ଚୁଆଲ ମୋଡରେ ୪ ଜିଲ୍ଲାପାଳ ହାଜର ହୋଇଛନ୍ତି । ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ କେନ୍ଦ୍ରାପଡା ଜିଲ୍ଲାପାଳ ଭର୍ଚୁଆଲ ମୋଡରେ ହାଜର ହୋଇଛନ୍ତି ।

ଚିଲିକା ଓ ଭିତରକନିକା ପ୍ରସଙ୍ଗରେ ୪ ଜିଲ୍ଲାପାଳଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିଲା । ସଂରକ୍ଷଣ ଘେରି ଉଚ୍ଛେଦ ଆଦି ପ୍ରସଙ୍ଗରେ ସତ୍ୟପାଠ ଦାଖଲ କରିଛନ୍ତି ।

ସେହିପରି ଜୁନ ୨୩ରେ ମାମଲରା ପରବର୍ତ୍ତୀ ଶୁଣାଣି ପାଇଁ ଦିନଧାର୍ଯ୍ୟ କରାଯାଇଛି । ତେବେ ଆଜି ଭର୍ଚୁଆଲ ମୋଡରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ କେନ୍ଦ୍ରାପଡା ଜିଲ୍ଲାପାଳ ହାଜର ହୋଇଥିବା ସୂଚନା ମିଳିଛି ।

nis-ad
Leave A Reply

Your email address will not be published.